ପିନାକୀ ମିଶ୍ରi89x YZzlpt XGEerul.e QBb z504 Fyd MmCc
ଇଂରାଜୀ ଲିଙ୍କ 

https://or.wikipedia.org/wiki/Pinaki_Misra
ପିନାକୀ ମିଶ୍ର | |
---|---|
ସଦସ୍ୟ: ୧୧ଶ, ୧୫ଶ ଏବଂ ୧୬ଶ ଲୋକ ସଭା | |
Incumbent | |
Assumed office ୨୦୦୯ | |
ପୂର୍ବ ଅଧିକାରୀ | ବ୍ରଜ କିଶୋର ତ୍ରିପାଠୀ |
ନିର୍ବାଚନ ମଣ୍ଡଳୀ | ପୁରୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୩ ଅକ୍ଟୋବର ୧୯୫୯ ପୁରୀ, ଓଡ଼ିଶା |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୈତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ପେଷା | ଆଇନଜୀବି |
ଧର୍ମ | ହିନ୍ଦୁ |
ପିନାକୀ ମିଶ୍ର (ଜନ୍ମ: ୨୩ ଅକ୍ଟୋବର ୧୯୫୯) ଜଣେ ଭାରତୀୟ ରାଜନେତା । ସେ ଭାରତର ସଂସଦର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ଅଧୁନା ପୁରୀ ଲୋକ ସଭାରୁ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି ।[୧] ୧୯୯୬ ମସିହାରେ ସେ ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିଥିଲେ ଏବଂ ବ୍ରଜ କିଶୋର ତ୍ରିପାଠୀଙ୍କୁ ହରାଇ ପୁରୀରୁ ସାଂସଦ ହୋଇଥିଲେ ଓ ପରେ ୟୁନିଅନ ମନ୍ତ୍ରୀ ମଧ୍ୟ ହୋଇଥିଲେ ।[୨] ଏହାପରେ ସେ ୧୫ଶ ଓ ୧୬ଶ ଲୋକ ସଭାରେ ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜିତିଥିଲେ । ୨୦୧୯ରେ ବିଜେପି ପ୍ରତିଦ୍ୱନ୍ଦୀ, ସମ୍ବିତ ପାତ୍ରଙ୍କୁ ହରାଇ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩]
ଆଧାର[ସମ୍ପାଦନା]
- ↑ "Profile of Members". Government of India. Retrieved 12 March 2012.
- ↑ Mishra, Bibhuti. "I am disgusted with politics". Sify. Retrieved 27 January 2015.
- ↑ "General Election 2019 - Election Commission of India". results.eci.gov.in. Retrieved 2019-05-25.